https://kanaknews.com/breakingnews/%e0%ac%aa%e0%ad%8d%e0%ac%b0%e0%ac%ac%e0%ac%b3-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%be-%e0%ac%af%e0%ad%8b%e0%ac%97%e0%ad%81%e0%ac%81-%e0%ac%aa%e0%ad%8b%e0%ac%b2-%e0%ac%a7%e0%ac%b8%e0%ac%bf/
ପ୍ରବଳ ବର୍ଷା ଯୋଗୁଁ ପୋଲ ଧସି ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ଢେଙ୍କାନାଳ-ସମ୍ବଲପୁର ଟ୍ରେନ୍ ଚଳାଚଳ ପ୍ରଭାବିତ, ୧୨ ଟ୍ରେନ୍ ବାତିଲ । ଭୁବନେଶ୍ୱର ଅନୁଗୁଳ ସମେତ ଅନ୍ୟ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ।